ରିପୋର୍ଟ କାର୍ଡ / ରାଞ୍ଚି
ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜବତ ସମ୍ପତ୍ତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଇଡି ତାଙ୍କ ଘରୁ ଜବତ କରିଥିବା BMW କାର୍ ତାଙ୍କର ନୁହେଁ ବୋଲି କହିଛି। ଏହି କାର୍ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କର। ଜାନୁଆରୀ ୩୧ ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ସୋରେନଙ୍କ ଘରେ ଚଢାଉ କରିଥିଲା ଇଡି। ଚଢାଉ ସମୟରେ ତଦନ୍ତକାରୀ ସଂସ୍ଥା ସୋରେନଙ୍କ ଘରୁ ୩୬ ଲକ୍ଷ ଟଙ୍କା ନଗଦ ଟଙ୍କା ସାଙ୍ଗକୁ ଦୁଇଟି BMW କାର୍ ଜବତ କରିଥିଲା। ବର୍ତ୍ତମାନ ଏହି କାର୍ ହେମନ୍ତ ସୋରେନଙ୍କର ନୁହେଁ ବୋଲି ଇଡି କହିଛି






More Stories
ରୁପା ଆମଦାନୀ ଉପରେ କଟକଣା……
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..
ରବର୍ଟ ଭଦ୍ରାଙ୍କୁ ଜାମିନ…..