ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପଟେଲ ନଗର ରେଳ ଷ୍ଟେସନରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଟ୍ରେନ୍ ବଗିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଚାହୁଁ ଚାହୁଁ ବଗି ହୁତୁହୁତୁ ହୋଇ ଜଳିଯାଇଛି। ସୂଚନା ଅନୁସାରେ, ସିର୍ସା-ତିଲକ ବ୍ରିଜ ୧୪୦୮୬ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଟ୍ରେନ୍ ପଟେଲ ନଗର ରେଳ ଷ୍ଟେସନରେ ଅଟକି ରହିଥିଲା। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….