ରିପୋର୍ଟ କାର୍ଡ / ଭୁବନେଶ୍ବର
କଂଗ୍ରେସ କୁ ପୁଣି ଏକ ବଡ଼ ଝଟକା | ପିସିସି ଉପସଭାପତି ରଜତ ଚୌଧୁରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିବା ନେଇ ଓ ଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଯୁବ କଂଗ୍ରେସ ସଭାପତି ଦାୟିତ୍ବ ମଧ୍ୟ ନିର୍ବାହ କରିଥିଲେ। ଦଳରେ ୨୪ ବର୍ଷ ଯାଏ କାମ କରିଛନ୍ତି ।କଂଗ୍ରେସ ଛାଡ଼ିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..