ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ଲେଖାଏଁ ହ୍ରାସ ପାଇଛି । ନୂଆ ଦର ମାର୍ଚ୍ଚ ୧୫ ସକାଳ ୬ଟାରୁ ଲାଗୁ ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ । ଏହା ସହିତ ଦେଶରେ ଚାଲୁଥିବା ୫୮ ଲକ୍ଷରୁ ଅଧିକ ଡିଜେଲ ଚାଳିତ ଭାରୀ ମାଲବାହୀ ଯାନ, ୬ କୋଟି କାର୍ ଏବଂ ୨୭ କୋଟି ଦୁଇ ଚକିଆ ଯାନର ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ ।






More Stories
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..