ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାରେ ପୋଲିସ ସହ ଏନକାଉଣ୍ଟର ବେଳେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୋଲିସ ସି -୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା | ଯାହାଫଳରେ କମାଣ୍ଡୋ ୟୁନିଟ୍ ଦ୍ୱାରା ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଚାରି ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୋଟିଏ ଏକେ-୪୭ କାର୍ବାଇନ୍, ଦୁଇଟି ଘରୋଇ ପିସ୍ତଲ ଉଦ୍ଧାର ହୋଇଛି। ମୃତ ନକ୍ସଲମାନେ ହେଲେ ଭର୍ଗେଶ, ମଗ୍ଟୁ, କୃଷଙ୍ଗରାଜୁ ଏବଂ କୁଦିମେଟା ଭେଙ୍କଟଶ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….