Report Card Odisha

| Daily Odia News

ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ବାଲିଅନ୍ତା ଥାନା ବାଳକାଟିରେ ଅଭାବନୀୟ ଘଟଣା ଘଟିଛି। ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଠାକୁରଙ୍କ ପ୍ରୋସେସନ ବେଳେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Breaking News