ଦେଶ ବିଦେଶ ବାଣିଜ୍ୟ ଶସ୍ତା ହେଲା ଏଲପିଜି ଗ୍ୟାସ୍…. Report Card Bureau April 1, 2024 ରିପୋର୍ଟ କାର୍ଡ / ନୂଆଦିଲ୍ଲୀଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି। ୩୦ଟଙ୍କା ୫୦ ପଇସା ଦର କମିଛି। ଆଜିଠୁ ନୂଆ ଦର ଲାଗୁ ହେବାକୁ ଯାଉଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି। Continue ReadingPrevious ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ….Next ସୁକାନ୍ତଙ୍କ ଘର ବାହୁଡ଼ା…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ବଡ଼ ଖବର ୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି….. July 13, 2025 Report Card Bureau 1 min read ଦେଶ ବିଦେଶ ବଡ଼ ଖବର ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ…. July 13, 2025 Report Card Bureau ଦେଶ ବିଦେଶ ବଡ଼ ଖବର ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼….. July 12, 2025 Report Card Bureau
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..