ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନ୍ରେ ସାଧାରଣ ନିର୍ବାଚନ ଜୁଲାଇ ୪ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଋଷି ସନକ ବୁଧବାର ଏ ସମ୍ପର୍କରେ କହିଛନ୍ତି ଯେ, ଏବେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବାର ସମୟ ଆସିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରିଟେନ୍ର ପାର୍ଲାମେଣ୍ଟ ଭଙ୍ଗ ହେବ। ଆଗୁଆ ନିର୍ବାଚନ ଘୋଷଣା ଅନେକଙ୍କୁ ବିସ୍ମିତ କରିଛି, କାରଣ ବିରୋଧୀ ଲେବର ପାର୍ଟି ସପକ୍ଷରେ ହାୱା ରହିଛି। ଗତ ୮ ବର୍ଷ ମଧ୍ୟରେ ସନକ ହେଉଛନ୍ତି ବ୍ରିଟେନ୍ର ପଞ୍ଚମ ପ୍ରଧାନମନ୍ତ୍ରୀ।






More Stories
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….