ରିପୋର୍ଟ କାର୍ଡ / ମାଲକାନଗିରି
ଛତିଶଗଡ଼ର ନାରାୟଣପୁରରୁ ଆସିଛି ଏଭଳି ସାଂଘାତିକ ଚିତ୍ର। ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇରକଭଟ୍ଟି ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ ଫାୟର କରୁଥିବା ଚିତ୍ର ଦେଖିବାକୁ ମିଳିଛି। ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀକୁ ଯବାନମାନେ ଘଉଡ଼ାଇବାରେ ସଫଳ ହୋଇଥିଲେ। ଗତ କିଛି ଦିନ ପୁର୍ବେ ଏଠାରେ ବିଏସ୍ଏଫ୍ ଯବାନଙ୍କ ନୁତନ ଶିବିର ସ୍ଥାପନ ହୋଇଥିଲା।
More Stories
ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ସୁପ୍ରିମକୋର୍ଟ…..
ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ…..
୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ…..