ରିପୋର୍ଟ କାର୍ଡ / ପୁରୀ
ପୁରୀ ସଦର ଥାନା ଅନ୍ତର୍ଗତ ଉତରଣା ମଠ ସାହି ହାଇସ୍କୁଲ ପଛ ପଟୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାମ ପ୍ରଦୀପ ମଲ୍ଲିକ ଓରଫ ବାପି। ପଥରରେ ଛେଚି ତାଙ୍କୁ ଅତି ନିର୍ମମ ଭାବେ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
More Stories
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..