ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୁହୁ ହୋଇ ବଢିଚାଲିଛି ପନିପରିବା ଦର । ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡୁଛି । ସେଞ୍ଚୁରୀ ମାରିଲା ଟମାଟୋ । ୮୦ ତଳକୁ ମିଳୁନି ପରିବା । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋରେ ଏବେ ୮୦ ରୁ ୧୦୦ । ଏବେ କେଜି ପିଛା ୧୦୦ ଟଙ୍କାରେ ପହଞ୍ଚିଛି ଟମାଟୋ । କାଙ୍କଡ଼ କେଜି ୧୦୦ଟଙ୍କା, ପୋଟଳ ୬୦, ଭେଣ୍ଡି ୮୦ ଟଙ୍କାରେ ବିକ୍ରି ହେଉଛି । ଆଳୁ -ପିଆଜ ବି ଯଥାକ୍ରମେ ୩୫ ଓ ୪୦ ଟଙ୍କାରେ ବିକ୍ରି ହେଉଛି । ପ୍ରଡକ୍ସନ କମିଯାଇଥିବାରୁ ପନିପରିବା ଦର ବୃଦ୍ଧି ହୋଇଥିବା କୁହାଯାଉଛି |
More Stories
ଜନ୍ମଦିନ ପାଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ…..
ସରକାରୀ ଦୋକାନରେ ନକଲି ମଦ…..
ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ….