ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୁହୁ ହୋଇ ବଢିଚାଲିଛି ପନିପରିବା ଦର । ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡୁଛି । ସେଞ୍ଚୁରୀ ମାରିଲା ଟମାଟୋ । ୮୦ ତଳକୁ ମିଳୁନି ପରିବା । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋରେ ଏବେ ୮୦ ରୁ ୧୦୦ । ଏବେ କେଜି ପିଛା ୧୦୦ ଟଙ୍କାରେ ପହଞ୍ଚିଛି ଟମାଟୋ । କାଙ୍କଡ଼ କେଜି ୧୦୦ଟଙ୍କା, ପୋଟଳ ୬୦, ଭେଣ୍ଡି ୮୦ ଟଙ୍କାରେ ବିକ୍ରି ହେଉଛି । ଆଳୁ -ପିଆଜ ବି ଯଥାକ୍ରମେ ୩୫ ଓ ୪୦ ଟଙ୍କାରେ ବିକ୍ରି ହେଉଛି । ପ୍ରଡକ୍ସନ କମିଯାଇଥିବାରୁ ପନିପରିବା ଦର ବୃଦ୍ଧି ହୋଇଥିବା କୁହାଯାଉଛି |






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..