ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି।ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬୨୭ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲାଣି। ସେପଟେ ଭାରତୀୟ ନାଗରିକଙ୍କ ପାଇଁ ଭାରତ ଆଡଭାଇଜରୀ ଜାରି କରିଛି।
More Stories
୯ ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ…..
ବିସ୍ଫୋରଣ: ୨୧ ମୃତ,୬୧ ଆହତ…..
ଆଜିଠୁ ବଙ୍ଗ ଭୟମୁକ୍ତ…..