ରିପୋର୍ଟ କାର୍ଡ / ମୟୂରଭଞ୍ଜ
ବାରିପଦାରେ ଥିବା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନସିଂହୋମରେ ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ। ଆଜି ଭୋର ସମୟରେ ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା। ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ବାରିପଦାରେ ଥିବା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନସିଂହୋମରେ ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ। ଆଜି ଭୋର ସମୟରେ ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା। ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।






More Stories
ନବ ଦାସ ହତ୍ୟା ଘଟଣା:ପିଏସ୍ଓଙ୍କ ସାକ୍ଷ୍ୟ ଗ୍ରହଣ…..
ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ:ବିଜେଡି…..
ଏପ୍ରିଲ ୧ରୁ ରାଜ୍ୟରେ ଏସଆଇଆର…..