ରିପୋର୍ଟ କାର୍ଡ / ଭୁବନେଶ୍ବର
ମାଲକାନଗିରି ଓ କୋରାପୁଟରୁ ଜମ୍ମୁ-କଶ୍ମୀର ସ୍ଥାନାନ୍ତରିତ ହେବେ ବିଏଏସଏଫ୍ ଯବାନ। ଏଠାରୁ ୨୦୦୦ ବିଏସଏଫ୍ ଯବାନ୍ ଜମ୍ମୁ-କାଶ୍ମୀର ଯିବେ। ସୀମାରେ ଏବେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ଏବଂ ସେଠାରେ ଲଗାତାର ଯବାନ ସହିଦ ହେବା ଘଟଣାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର। ଏହାସହ ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ। ଓଡ଼ିଶାରୁ ସେଠାକୁ ଦୁଇଟି ବାଟାଲିଅନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।
More Stories
ହମାସ ମୁଖ୍ୟ ୟାହୟା ସିନୱାର ନିହତ…..
ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବାତ୍ୟା,ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ….
ଅପରାହ୍ନ ୨ଟାରୁ ରାଜଧାନୀରେ ମିଳିବନି ପାଣି…