Report Card Odisha

| Daily Odia News

୧୦ ଜିଲ୍ଲାରେ ସକ୍ରିୟ ମାଓବାଦୀ: ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧୦ଟି ଜିଲ୍ଲାରେ ସକ୍ରିୟ ରହିଛନ୍ତି ମାଓବାଦୀ । ସେସବୁ ଜିଲ୍ଲା ଗୁଡିକ ହେଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡା, ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, ବରଗଡ । ଏସବୁ ଜିଲ୍ଲାରେ ପରିସ୍ଥିତି ଆହ୍ୱାନତ୍ମକ ରହିଛି । ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମାଓ କାର୍ଯ୍ୟକଳାପ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ।

Breaking News