ରିପୋର୍ଟ କାର୍ଡ / ମାଲକାନଗିରି
କାଲିମେଳା ବ୍ଲକର ଏକ ଛାତ୍ରୀନିବାସରେ ଘଟିଛି ଏକ ଜଘନ୍ୟ କାଣ୍ଡ। ଏଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ। ସୂଚନା ଅନୁଯାୟୀ, ଗତକାଲି ରାତି ୧୨ଟାରେ ଅଭିଯୁକ୍ତ ଶିକ୍ଷକ ନିଜ ରୁମକୁ ଡ଼ାକିନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଛି।
More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……