ରିପୋର୍ଟ କାର୍ଡ / ମାଲକାନଗିରି
କାଲିମେଳା ବ୍ଲକର ଏକ ଛାତ୍ରୀନିବାସରେ ଘଟିଛି ଏକ ଜଘନ୍ୟ କାଣ୍ଡ। ଏଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ। ସୂଚନା ଅନୁଯାୟୀ, ଗତକାଲି ରାତି ୧୨ଟାରେ ଅଭିଯୁକ୍ତ ଶିକ୍ଷକ ନିଜ ରୁମକୁ ଡ଼ାକିନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଛି।
More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….