ଆମ ସହର ବଡ଼ ଖବର ଏସସିବିରେ କ୍ରେନ୍ଭାଙ୍ଗି ୩ ଗୁରୁତର….. Report Card Bureau August 9, 2024 ରିପୋର୍ଟ କାର୍ଡ / କଟକକଟକ ଏସସିବି ସମ୍ପ୍ରସାରଣ କାମ ବେଳେ ଅଘଟଣ ଘଟିଛି | ଆଜି କ୍ରେନ୍ ଛିଡ଼ିବାରୁ ୩ ଶ୍ରମିକ ଗୁରୁତର ହୋଇଛନ୍ତି | ଗୁରୁତର ଆହତ ଙ୍କୁ ଏସ୍ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ ଅଘଟଣ ଘଟିଥିବା ଜଣାପଡିଛି |Post navigationPrevious ୩୦ ଟଙ୍କାରେ ଆଳୁ ଦେବେ ସରକାର….Next ଶେଷହେଲା ବଜେଟ ଅଧିବେଶନ,ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ବଡ଼ ଖବର ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ…… June 26, 2026 Report Card Bureau ଆମ ସହର ରାଜ୍ୟ ରାଜଧାନୀରେ ଜଳିଗଲା କାର….. June 26, 2026 Report Card Bureau 1 min read ଅପରାଧ ଆମ ସହର ରାଜ୍ୟ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍….. June 26, 2026 Report Card Bureau
More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..