ଆମ ସହର ବଡ଼ ଖବର ଏସସିବିରେ କ୍ରେନ୍ଭାଙ୍ଗି ୩ ଗୁରୁତର….. Report Card Bureau August 9, 2024 ରିପୋର୍ଟ କାର୍ଡ / କଟକକଟକ ଏସସିବି ସମ୍ପ୍ରସାରଣ କାମ ବେଳେ ଅଘଟଣ ଘଟିଛି | ଆଜି କ୍ରେନ୍ ଛିଡ଼ିବାରୁ ୩ ଶ୍ରମିକ ଗୁରୁତର ହୋଇଛନ୍ତି | ଗୁରୁତର ଆହତ ଙ୍କୁ ଏସ୍ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ ଅଘଟଣ ଘଟିଥିବା ଜଣାପଡିଛି |Post navigationPrevious ୩୦ ଟଙ୍କାରେ ଆଳୁ ଦେବେ ସରକାର….Next ଶେଷହେଲା ବଜେଟ ଅଧିବେଶନ,ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ଖୋଲିଲା ଗୁଣ୍ଡିଚା ମନ୍ଦିର….. September 30, 2026 Report Card Bureau 1 min read ଆମ ସହର ରାଜ୍ୟ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ….. September 30, 2026 Report Card Bureau ଆମ ସହର ରାଜ୍ୟ ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ….. September 18, 2026 Report Card Bureau
More Stories
ଖୋଲିଲା ଗୁଣ୍ଡିଚା ମନ୍ଦିର…..
ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ…..
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..