ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର। ୩୯ ଟଙ୍କା ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ୍ ଦାମ୍। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଦର ୧୬୪୪ ଟଙ୍କା ହୋଇଥିବାବେଳେ କୋଲକାତାରେ ୧୮୦୨. ୫୦ ଟଙ୍କା ହୋଇଛି। ଗତ ମାସରେ ମଧ୍ୟରେ କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା। ଘରୋଇ ଏଲପିଜି ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..