ରିପୋର୍ଟ କାର୍ଡ / ଭୁବନେଶ୍ଵର
ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଖୋଲାମଞ୍ଚରେ ସଂଖ୍ୟା ଗଣିତ ବି ବୁଝାଇଛନ୍ତି ଅତନୁ।କହିଛନ୍ତି, ଆମର ୫୧ ଓ କଂଗ୍ରେସ ୧୪ ଏବଂ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଅଛି। ଆଉ ମାତ୍ର ଆଠ-ଦଶ ଜଣ ବିଧାୟକ ଦରକାର ବୋଲି ସେ କହିଛନ୍ତି । ପରାଜୟ ପରେ ପ୍ରଥମ ଥର ପାଇଁ ମହାକାଳପଡ଼ାରେ ସାଧାରଣ ସଭା କରି ଏ କଥା କହିଛନ୍ତି ଅତନୁ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..