ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କୌଣସି କର୍ମଚାରୀ ବଦଳି କିମ୍ବା ପୋଷ୍ଟି ପାଇଁ ଚାପ ପକାଇବେ ନାହିଁ । ସେଭଳି କଲେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ | ବଦଳି କିମ୍ବା ପୋଷ୍ଟିଂ ସରକାର ମେରିଟ ହିସାବରେ କରିଥା’ନ୍ତି । କିନ୍ତୁ ଅନେକ ଏଥିପାଇଁ ଚାପ ପକାଉଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସତର୍କ କରିଦେଇଛନ୍ତି । ସବୁ ବିଭାଗକୁ ଏନେଇ ପତ୍ର ଲେଖିଛନ୍ତି । ଯେଉଁମାନେ ଏଭଳି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି ।






More Stories
ଓଏଏସ୍ ଅଧିକାରୀଙ୍କ ବଦଳି……
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..