ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଆଚାର୍ଯ୍ୟ ବିହାର ମହାରାଜା ସିନେମା ହଲ ନିକଟ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ବିଳମ୍ବିତ ରାତି କିମ୍ବା ବଡ଼ି ଭୋରୁ କେହି ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଏନେଇ ପୋଲିସ ଖବର ଦେବା ପରେ ସହିଦନଗର ଥାନା ପୋଲିସ ପହଞ୍ଚି ଶିଶୁକନ୍ୟାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଛନ୍ତି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।






More Stories
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..
ପ୍ରତି ଜିଲ୍ଲାରେ ପୁସ୍ତକ ମେଳା…..
ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା……