ରିପୋର୍ଟ କାର୍ଡ / ପାରାଦୀପ
ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିବା ୭୮ଜଣ ବାଂଲାଦେଶୀ ନାଗରିକଙ୍କୁ ପାରାଦୀପରେ ଅଟକ ରଖାଯାଇଛି। ଦୁଇଟି ବୋଟ୍ରେ ୭୮ ଜଣ ବାଂଲାଦେଶୀ ଥିବା ଜଣାପଡ଼ିଛି। ତଟରକ୍ଷୀ ବାହିନୀ ସମସ୍ତ ବାଂଲାଦେଶୀଙ୍କୁ ଅଟକ ରଖିଛନ୍ତି। ସମସ୍ତେ ସୁସ୍ଥ ଅଛନ୍ତି। ସେମାନେ ମାଛ ଧରିବାକୁ ଆସିଥିବାବେଳେ ଭାରତୀୟ ସୀମାକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ତଟରକ୍ଷୀ ସେମାନଙ୍କୁ ମେରାଇନ ପୋଲିସ କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..