ରିପୋର୍ଟ କାର୍ଡ / କଟକ
କଟକ ଏସସିବିରେ ଚାକିରି ବିକ୍ରି ମାମଲା। ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୋଲସ ଗିରଫ କରିଛି। ଗିରଫଦାରୀ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ। ଅଭିଯୁକ୍ତ ଦ୍ଵୟ ହେଲେ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ। ଏମାନେ ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏମାନେ ପୂର୍ଵରୁ ଗିରଫ ହୋଇଥିବା ଅର୍ପିତ ଓ ଅର୍ଜିତଙ୍କ ସହଯୋଗୀ ଥିବା ଜଣାପଡିଛି।






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..