ରିପୋର୍ଟ କାର୍ଡ / ପୁରୀ
ପୁରୀରେ ମୁକୁଳା ଡ୍ରେନ୍ରେ ଖସି ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କୁମ୍ଭାରପଡା ଥାନା ଗଜପତି ନଗରରେ ଏହି ଅଘଟଣ ଘଟିଛି । ମୁକୁଳା ଡ୍ରେନ୍ରେ ଖସି ପଡି ଯୁବକଙ୍କ ଜୀବନ ଚାଲି ଯାଇଛି। ମୃତକ ହେଉଛନ୍ତି ଗଜପତି ନଗରର ବାବି ଚୌଧୁରୀ। ପୌର ସଂସ୍ଥାର ଅବହେଳା ପାଇଁ ଏହି ଅଘଟଣ ଘଟିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ମୁକୁଳା ଡ୍ରେନ୍ରେ ସ୍ଲାବ୍ ପଡିନଥିବାରୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……