ବଡ଼ ଖବର ରାଜ୍ୟ ଏଥର ହେବ କଲେଜରେ ନିର୍ବାଚନ….. Report Card Bureau December 26, 2024 ରିପୋର୍ଟ କାର୍ଡ / ଭୁବନେଶ୍ୱରଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ।Post navigationPrevious ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍…..Next ବିଜେଡି କାହିଁ କି ହାରିଲା ଉତ୍ତର ଦେଲେ ନବୀନ,ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ….. August 21, 2026 Report Card Bureau ରାଜ୍ୟ ୨୮ ରେ ମିଳିବ ସୁଭଦ୍ରା ଟଙ୍କା….. August 21, 2026 Report Card Bureau ରାଜ୍ୟ ଗାଡ଼ିକୁ ପରିମିଟ୍ ଫି’ ଛାଡ଼….. August 21, 2026 Report Card Bureau
More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..