ରିପୋର୍ଟ କାର୍ଡ / ଗଜପତି
ମୋହନାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୧ଟା୧ରେ ମୋହନା ଏହାର ଆଖପାଖ ଅଞ୍ଚଳ ଅଡବା, ଚାନ୍ଦିପୁଟ, ଲୁହାଗୁଡି ଓ ତପ୍ତପାଣି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିବା ସହ ଭୟଭୀତ ହୋଇଥିଲେ। ଏଥିରେ ଧନ ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।
More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….