ଆମ ସହର ରାଜ୍ୟ ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…… Report Card Bureau January 1, 2025 ରିପୋର୍ଟ କାର୍ଡ / ଭୁବନେଶ୍ୱରମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।Continue ReadingPrevious ନୂଆବର୍ଷରେ ସଡକ ଦୁର୍ଘଟଣା:କୁନି ଝିଅ ଉପରେ ମାଡିଗଲା ହାଇୱା…..Next ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ବଜେଟ ଫୋକସ୍ରେ ମଧ୍ୟବିତ୍ତ….. February 6, 2026 Report Card Bureau ରାଜ୍ୟ ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ….. February 6, 2026 Report Card Bureau 1 min read ବଡ଼ ଖବର ରାଜ୍ୟ ଭଡ଼ାଘର ଦେବେ ସରକାର….. February 6, 2026 Report Card Bureau
More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..