ରିପୋର୍ଟ କାର୍ଡ / କଟକ
ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ବାଲିଯାତ୍ରା ପଡିଆ ନିକଟରେ ନଦୀରେ ଭାସୁଥିଲା ମୃତଦେହ। ମୃତକଙ୍କ ନାଁ ଦୁଖୀରା ସ୍ୱାଇଁ। ସେ କଟକ ଖଟବିନ ସାହି ଅଞ୍ଚଳର ବୋଲି ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି । ସେ ୨ ତାରିଖରୁ ନିଖୋଜ ଥିଲେ। ଅନ୍ୟପଟେ ମୃତ୍ୟୁର କାରଣ ଜଣାପଡି ନଥିଲା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ନାବାଳକଙ୍କୁ ହତ୍ୟା କଲା ନାବାଳକ…..
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..