ରିପୋର୍ଟ କାର୍ଡ / ଯାଜପୁର
ମକା ଥାନା ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ସମ୍ପର୍କୀୟଙ୍କ ଦ୍ଵାରା ସ୍କୁଲର ଶିକ୍ଷକ ଅଟକ ରହିଛନ୍ତି। ମୃତ ଛାତ୍ର ନୟା ବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁତ୍ର ସୋମ୍ୟରଞ୍ଜନ ସାହୁ ବୋଲି ଜଣା ପଡ଼ିଛି। ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା ନବଘନ ସାହୁ।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..