ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବିମାନବନ୍ଦରରୁ ୭କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ ୭କୋଟି ଟଙ୍କାର ଭୁବନେଶ୍ୱର ବିମାନବନ୍ଦରରୁ ୭ କେଜି ମାରିଜୁଆନା ଜବତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ବ୍ୟାକଂକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କଠାରୁ ମାରିଜୁଆନା ଜବତ କରାଯାଇଛି। ଯାହାର ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……