ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
FASTag ପାଇଁ NPCI ନୂଆ ନିୟମ ଜାରି କରିଛି। ଯାହା ୧୭ ଫେବୃଆରୀ ୨୦୨୫ ରୁ ଲାଗୁ ହେବ। ଏହି ନିୟମ FASTag ବାଲାନ୍ସ ଭାଲିଡେସନ ପାଇଁ ଅଟେ।
ଟୋଲ୍ ପେମେଣ୍ଟ ଉପରେ ପଡ଼ିବ ପ୍ରଭାବ-
ଏହି ପରିବର୍ତନର ପ୍ରଭାବ ଟୋଲ୍ ପେମେଣ୍ଟ ଉପରେ ପଡ଼ିବ। ତେବେ ଏହି ପରିବର୍ତନ ବ୍ୟବସ୍ଥାର ସୁଧାର କରିବା ପାଇଁ ଜାରି କରାଯାଇଛି। ନିୟମର ଅଣଦେଖା କଲେ କୋଡ୍ ୧୭୬ ର ସାମ୍ନା କରିବାକୁ ପଡିବ।
ନିକଟରେ ଜାରି ହୋଇଛି ନିର୍ଦ୍ଦେଶନାମା –
ଏହି କୋଡ୍ ର ଅର୍ଥ ହେଉଛି FASTag ପେମେଣ୍ଟ ଏରର କିମ୍ବା ପ୍ରତ୍ୟାଖାନ ହେବ। 28 ଜାନୁଆରୀ 2025ରେ ଜାରି ହୋଇଥିବା NPCI ନିର୍ଦ୍ଦେଶନାମା ଅନୁଯାୟୀ ଏହି ସୂଚନା ଦିଆଯାଇଛି।
ହେବନାହିଁ ପେମେଣ୍ଟ–
ଏଥିରେ କୁହାଯାଇଛି ଯେ, ଯଦି ଆପଣଙ୍କ FASTag ବ୍ଲାକଲିଷ୍ଟ ଥିଲା, KYC ରେ ସମସ୍ୟା କିମ୍ବା ପଞ୍ଜିକରଣରେ ଅସାମଞ୍ଜସ୍ୟ କାରଣରୁ ବ୍ଲାକଲିଷ୍ଟଟେଡ଼ ହୋଇପାରେ।
ଏହାର ଅର୍ଥ କଣ–
ନିର୍ଦ୍ଦେଶନାମା ଅନୁଯାୟୀ, ଟୋଲ୍ ପ୍ଲାଜାରେ FASTag ରିଡ କରିବାର 60 ମିନିଟ ପୂର୍ବରୁ କିମ୍ବା 10 ମିନିଟ ପରେ FASTag ବ୍ଲାକଲିଷ୍ଟଟେଡ ହୋଇପାରେ, ତେଣୁ ପେମେଣ୍ଟ ପ୍ରତ୍ୟାଖାନ ହୋଇଯିବ।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..