ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସଂସଦରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ ବେଳେ ରାଗିଗଲେ । କହିଲେ ଟାରିଫକୁ ନେଇ କୌଣସି ବୁଝାମଣା ହେବନି । ଆମେ ଯେସାକୁ ତେସା ନୀତି ଆପଣାଇବୁ । ଭାରତ, ଚୀନ, କୋରିଆ ସବୁଠୁ ଅଧିକ ଶୁଳ୍କ ଲଗାଉଛନ୍ତି । ଭାରତ ଆମ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଉଛି, ଆମେ ବି ଏପ୍ରିଲ ୨ରୁ ଟାରିଫ ଲଗାଇବୁ । ତେବେ ଆମେରିକା ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହି ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ୪୩ ଦିନରେ ଯାହା ହୋଇଛି, ୪ ବର୍ଷରେ ତାହା ହୋଇ ନଥିଲା । ବାଇଡେନ୍ ସବୁଠାରୁ ଖରାପ ରାଷ୍ଟ୍ରପତି ଥିଲେ । ଆମେ ଅନୁପ୍ରବେଶ ଉପରେ ରୋକ୍ ଲଗାଇଛୁ ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..