ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୩୦ରୁ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉତ୍ତରପ୍ରଦେଶର ଗାଜିଆବାଦ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପୋର୍ଟବ୍ଲେୟାରକୁ ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଭୁବନେଶ୍ବର-ଗାଜିଆବାଦ-ଭୁବନେଶ୍ବର ଓ ଭୁବନେଶ୍ବର-ପୋର୍ଟବ୍ଲେୟାର-ଭୁବନେଶ୍ବର ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
TET କ୍ଲିୟର କରିବାକୁ ନିର୍ଦ୍ଦେଶ…..
ଗ୍ୟାସ୍ ଟ୍ରାଜେଡି:ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି,୧୦ ଲକ୍ଷ ସହାୟତା ରାଶି ଘୋଷଣା…..