ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ପାଇଁ ବଡ ଯୋଜନା। ରାଜଧାନୀର ମୁଖ୍ୟ ରାସ୍ତାରେ ଭିଡ ହ୍ରାସ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର ତିଆରି ହେବ । ବାରଙ୍ଗରୁ ପଟିଆ ଷ୍ଟେସନ ଛକ , ଏନଏଚ୍ ୧୬ ଏବଂ ସୁଆଙ୍ଗ ଦେଇ ଜଟଣୀ କେନାଲ ରାସ୍ତା ହେବ। କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ଫ୍ଲାଏଓଭର୍ ନିର୍ମାଣ ହେବ । ସେହିପରି ଶିଶୁ ଭବନ ଛକରୁ ମ୍ୟୁଜିୟମ୍ ରାସ୍ତାରେ ଆରୋବି ନିର୍ମାଣ ହେବ। ଏଜି ଛକରେ ଭୂତଳ ରାସ୍ତା ନିର୍ମାଣ ହେବ। ଏବଂ ଭୁବନେଶ୍ଵର ଇନଡୋର୍ ଏବଂ ଆଉଟଡୋର୍ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….