ରିପୋର୍ଟ କାର୍ଡ / ଭୁବନେଶ୍ୱର
ତିନି ଦିନର ବିରତି ପରେ ଆଜି ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ନାରାବାଜି ଦେଇଥିଲେ | ବିଜେଡି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ୧୨ ଟା ୧୫ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।






More Stories
ରାଜଧାନୀରେ ବୁଲିଲା ଖଣ୍ଡା…..
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..