ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୁଧବାର କଂଗ୍ରେସ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗୁରୁବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରେସ୍ମିଟ୍ । ଏଥିରେ ବିରୋଧୀଙ୍କ ଉପରେ ବର୍ଷିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କଂଗ୍ରେସ ଓ କଂଗ୍ରେସ ନେତାମାନେ ଆଗ ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି । ଗୃହରେ ବିରୋଧୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ନୁହେଁ । ଅଧିବେଶନନ ସମୟରେ ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ । ବିଜେପି ସର୍ବଦା ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ତେଣୁ ବିରୋଧୀଙ୍କ ଦ୍ୱାରା କରାଯାଉଥିବା ଏହି ସବୁ କାମ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……