Report Card Odisha

| Daily Odia News

ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ୍ ମୃତ…..

Jamnagar: Wreckage at the site after a Jaguar fighter jet of the Indian Air Force crashed while on a training mission, at a village near Jamnagar IAF station in Gujarat, Wednesday, April 2, 2025. One of the pilots ejected safely while the second pilot was missing, according to officials. (PTI Photo)(PTI04_02_2025_000517B)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାତର ଜାମନଗର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରାଶ୍ ପରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହା ଏକ ଯୁଦ୍ଧ ବିମାନ ଜାଗୁଆର ବୋଲି ଜଣାପଡିଛି । ଦୁର୍ଘଟଣାପରେ ଏହା ଜଳିଯାଇଛି । କ୍ରାଶ୍ ହୋଇଥିବା ସ୍ଥାନରେ ସ୍ଥାନୀୟ ଲୋକେ, ପୁଲିସ ଓ ପ୍ରଶାସନ ପହଞ୍ଚିଛନ୍ତି ।

Breaking News