Report Card Odisha

| Daily Odia News

ଦୁଇ କନଷ୍ଟେବଳଙ୍କୁ ଛୁରୀ ଭୁସି ଆକ୍ରମଣ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ । ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ। ଫାଣ୍ଡି ଅଧିକାରୀ ପହଞ୍ଚି କନଷ୍ଟେବଳମାନଙ୍କୁ ପ୍ରଥମେ ଟେନସା ହସପିଟାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ ଯେଉଁଠି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରିଥିଲେ। ଫାଣ୍ଡି ଅଧିକାରୀ ପହଞ୍ଚି କନଷ୍ଟେବଳମାନଙ୍କୁ ପ୍ରଥମେ ଟେନସା ହସପିଟାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ ଯେଉଁଠି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରିଥିଲେ। ଦୁଇ ପରିବାର ଲ‌ୋକଙ୍କୁ ବର୍ତ୍ତମାନ ଫାଣ୍ଡିରେ ଅଟକ ରଖାଯାଇଛି।

Breaking News