ରିପୋର୍ଟ କାର୍ଡ / ବଲାଙ୍ଗୀରି
ରାଜମିସ୍ତ୍ରୀ ହତ୍ୟା ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ମୃତ ରାଜମିସ୍ତ୍ରୀ ଓ ଗିରଫ ୬ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବୋଲି ଜଣାପଡ଼ିଛି । ଗେଟ୍ ସରୋବରପଡ଼ାରେ ଗତକାଲି ରାଜମିସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ ରାଜମିସ୍ତ୍ରୀ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ହୋଇଥାଇପାରେ ତାହା ତଦନ୍ତ ଚାଲିଛି। ତେବେ ପ୍ରାଥମିକ ତଦନ୍ତରୁ ମଦ ଓ ମାଂସକୁ ନେଇ ବଚସା ହେବା ପରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……