ରାଜ୍ୟ ବଜ୍ରପାତରେ ପରିବାରର ୩ ମୃତ….. Report Card Bureau April 30, 2025 ରିପୋର୍ଟକାର୍ଡ / ବରଗଡବଜ୍ରପାତରେ ଗୋଟିଏ ପରିବାରର ଚାଲିଗଲା ୩ ଜଣଙ୍କ ଜୀବନ। ଏଭଳି ଅଘଟଣ ପଦ୍ମପୁର ଲଖମରାରେ ଘଟିଛି। ମୃତକ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ, ପୁତୁରା ବୋଲି ଜଣାପଡିଛି। ବିଲରେ କାମ କରିବା ବେଳେ ବଜ୍ରପାତରେ ଏମାନଙ୍କ ମୃତ୍ୟୁ ଘଟିଛି।Post navigationPrevious ICSE ଦଶମ- ISC ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ…..Next ଅଧା ରାତିରେ ସାମ୍ବାଦିକ ସମ୍ମଳନୀ କଲା ପାକିସ୍ତାନ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’…… August 28, 2026 Report Card Bureau 1 min read ରାଜ୍ୟ ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ….. August 28, 2026 Report Card Bureau 1 min read ରାଜ୍ୟ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା….. August 28, 2026 Report Card Bureau
More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..