ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବିବୃତି ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଅତୀତର ଅଭିଜ୍ଞତା ଆଧାରରେ ଆମେ ଜାଣିଥିଲୁ ଯେ, ଭାରତ ନିଶ୍ଚିତ ଭାବରେ କିଛି କରିବ। ଟ୍ରମ୍ପ୍ କହିଛନ୍ତି, ମୁଁ ଓଭାଲ ଦ୍ୱାର ଦେଇ ପ୍ରବେଶ କରିବା ସମୟରେ ଏହି ଏୟାର ଷ୍ଟ୍ରାଇକ୍ ବିଷୟରେ ଶୁଣିଲି। ଅତୀତର କିଛି ଘଟଣା ଉପରେ ଆଧାର କରି ଆମେ ଅନୁମାନ କରୁଥିଲୁ ଯେ, କିଛି ଘଟିବାକୁ ଯାଉଛି। ଭାରତ ଏବଂ ପାକିସ୍ତାନ ଦୀର୍ଘ ଦିନ ଧରି ବିବାଦରେ ଅଛନ୍ତି। ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..