ରିପୋର୍ଟକାର୍ଡ / ଭୁବନେଶ୍ୱର
ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ କଡାକଡି କରାଯାଇଛି । ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ତେବେ ଭୁବନେଶ୍ବର ବିମାନବନ୍ଦରରୁ ୨ଟି ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ହିଣ୍ଡନ ଗାଜିଆବାଦ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ,ପଶ୍ଚିମ ପ୍ରାନ୍ତକୁ ଉଡ଼ାଣ କଟକଣା ଥିବାରୁ ଏ ଦିଗକୁ ବି ବିମାନ ଉଡାଣ ବାତିଲ କାଯାଇଥିବା କହିଛନ୍ତି ନିର୍ଦ୍ଦେଶକ। ଆହୁରି ମଧ୍ୟ ଭୁବନେଶ୍ବର ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ କରାଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..