ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଆମେରିକୀୟ ଖ୍ରୀଷ୍ଟିଆନ ଧର୍ମଗୁରୁ ରବର୍ଟ ଫ୍ରାନସିସ ପ୍ରିଭୋଷ୍ଟ ଭାଟିକାନ ସିଟିର ନୂଆ ପୋପ୍ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଲିଓ ଚତୁର୍ଦ୍ଦଶ ଭାବେ ସେ ପରିଚିତ ହେବେ। ଖ୍ରୀଷ୍ଟ ଧର୍ମଗୁରୁ ପୋଟୋଡିକନ ଦୋମିନିକ ମୈମ୍ବର୍ତ୍ତି ରବର୍ଟ ଫ୍ରାନସିସଙ୍କ ନାମକୁ ୨୬୭ତମ ପୋପ୍ ଭାବେ ଘୋଷଣା କରିଛନ୍ତି। ପୋପ୍ ଭାବେ ନିର୍ବାଚିତ ହେବାରେ ରବର୍ଟ ଫ୍ରାନସିସ ପ୍ରଥମ ଆମେରିକୀୟ। ପୂର୍ବରୁ କୌଣସି ଆମେରିକୀୟ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଭାବେ ନିର୍ବାଚିତ ହୋଇ ନ ଥିଲେ।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..