ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି କାରନାମା ନେଇ କିଛି ଜାଣି ନ ଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, ଝିଅ ଏଭଳି ଗୁପ୍ତଚରୀ କାମ କରୁଥିବା ନେଇ ତାଙ୍କୁ କୌଣସି ଖବର ନଥିଲା। ଏପରିକି ଝିଅ ପାକିସ୍ତାନ ଯିବା କଥା ବି ସେ ଜାଣି ନ ଥିବା କହିଛନ୍ତି। ମୋ ଝିଅ ପାକିସ୍ତାନ ଯାଉଥିଲା ମୁଁ ଜାଣିନିା ମୋତେ ସବୁବେଳେ ଦିଲ୍ଲୀ ଯାଉଛି ବୋଲି କହେ କିନ୍ତୁ ପାକିସ୍ତାନ ଯାଉଥିବା କଥା ମୁଁ ଜାଣିନି। ଯାହା ତଦନ୍ତ ହେବା କଥା ହେଉ ମୋର କିଛି କହିବାର ନାହିଁ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..