ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେ’ ୨୯ ଅର୍ଥାତ୍ ଗୁରୁବାର ହ୍ରାସ ହୋଇଛି ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୦୪୦ ଟଙ୍କା ରହିଛି । ଗତକାଲି ଏହା ୯୭,୪୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି। ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୩୫୦ ଟଙ୍କା ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି। ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୨,୭୮୦ ଟଙ୍କା ରହିଛି । ଗତକାଲି ଏହା ୭୩, ୧୧୦ ଟଙ୍କା ଥିଲା । ଏଥିରେ ୩୩୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୦୯୦ ଟଙ୍କା ରହିଛି । ଗତକାଲି ଏହା ୧୧,୧୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..