ରିପୋର୍ଟ କାର୍ଡ / ପୁରୀ
ରଥଯାତ୍ରାରେ ପୁରୀକୁ ଗଡ଼ିବ ହଜାରେ ବସ୍ । ପୁରୀ ତାଳବଣିଆ ଏବଂ ମାଳତୀପାଟପୁରରେ ବସ୍ ପାର୍କିଂର ବ୍ୟବସ୍ଥା କରାଯାଇଛି । ଘରୋଇ ବସ୍ ମାଲିକ ସଂଘର ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ବସ୍ ରହଣିସ୍ଥଳରୁ ବଡ଼ଦାଣ୍ଡକୁ ଶହେଟି ବ୍ୟାଟେରୀ ଚାଳିତ ଗାଡି ଚଳାଚଳ କରିବ । ଧାର୍ଯ୍ୟ ଭଡ଼ା ଠାରୁ ଗାଡି ମାଲିକ ଅଧିକ ଭଡ଼ା ନ ନେବାକୁ ନିର୍ଦ୍ଦେଶ ରହିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..