ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଅଣାୟତ୍ତ ସ୍ଥିତିରେ ପହଞ୍ଚିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସନତ ପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁଳାରାମ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ୩ ବିଶେଷଜ୍ଞଙ୍କ ସମେତ ୨ ରାପିଡ୍ ଆକ୍ସନ୍ ଟିମ୍ ନିୟୋଜିତ ହୋଇଛନ୍ତି | ବୁଧବାର ଦାନଗଦି ବ୍ଲକର ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗ୍ରାମର ସୁଦର୍ଶନ ପାତ୍ର (୫୫)ଙ୍କ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ମେଡ଼ିକାଲରେ ବସନ୍ତ ପାତ୍ର(୬୨)ଙ୍କ ମୃତ୍ୟୁ ଘଟିଛି। ସେହିପରି ବଡ଼ଚଣା ବ୍ଳକର ସମିଆଁ ପଞ୍ଚାୟତ କଳକଳା ଗ୍ରାମର ଏସ୍ସିବିରେ ଡାକ୍ତରଙ୍କ ଛୁଟି ବାତିଲ ହୋଇଛି |






More Stories
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ସିଧା ଏନକାଉଣ୍ଟର…..
OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା…..